ବରଷା ର ଗୀତ -07 (Songs Of Rain-07) Poem by Subhas Chandra Chakra

ବରଷା ର ଗୀତ -07 (Songs Of Rain-07)

Rating: 5.0

ବର୍ଷା ଏବେ

ବାହାରେ ବଢୁଚି,

ବାଆ ବହେ

ଦମକାଏ-

ଥରିଯାଏ

ଆଖି, ଓଠ, ଛାତି ।


ମନ ହୁଏ

ଯାଆନ୍ତି ମୁଁ ଫେରି

ପୁରୁଣା ସେ ଦେହ ଅଗଣା କୁ

ଗଲା ଦିନ ମିଠା ସ୍ୱପ୍ନ ନେଇ

ଆସୁଥିବା ଫୁଲେଇ ଜହ୍ନ ର

କାନେ କାନେ ଗାଇବାକୁ

ଚୁମ୍ବନ ର

ଉଷ୍ମ, ମଧୁ ଗୀତି ।।

ବରଷା ର ଗୀତ -07 (Songs Of Rain-07)
COMMENTS OF THE POEM
Prativa Rani 05 December 2020

ମନ ହୁଏ ଯାଆନ୍ତି ମୁଁ ଫେରି ପୁରୁଣା ସେ ଦେହ ଅଗଣା କୁ ଗଲା ଦିନ ମିଠା ସ୍ୱପ୍ନ ନେଇ ଆସୁଥିବା ଫୁଲେଇ ଜହ୍ନ ର କାନେ କାନେ ଗାଇବାକୁ ଚୁମ୍ବନ ର ଉଷ୍ମ, ମଧୁ ଗୀତି ।। Will love to sing them to someone so dear..Thanks for the sharing.

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success